କରୋନା ବିରୋଧୀ ଲଢେଇରେ ଓଡ଼ିଶା ପୁଲିସର ଭୂମିକା ପ୍ରସଂଶନୀୟ : ମୁଖ୍ୟମନ୍ତ୍ରୀ

କଟକ: କଟକରେ ଗତ ତିନିଦିନ ଧରିଚାଲିଥିବା ରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ) ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ପୁଲିସକୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ କରୋନା ମହାମାରୀ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ । ‌କୋଭିଡ ଭଳି ବିପର୍ଯ୍ୟୟ ସମୟରେ ପୁଲିସ ସମ୍ବେଦନଶୀଳ ହୋଇ କାମ କରିଥିଲା। କୋଭିଡ ଯୁଦ୍ଧରେ ଓଡ଼ିଶା ପୁଲିସ ୬୧ଜଣ ପୁଲିସ କର୍ମଚାରୀଙ୍କୁ ହରାଇଥିଲା। … Continue reading କରୋନା ବିରୋଧୀ ଲଢେଇରେ ଓଡ଼ିଶା ପୁଲିସର ଭୂମିକା ପ୍ରସଂଶନୀୟ : ମୁଖ୍ୟମନ୍ତ୍ରୀ